ରହି ଯ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ରହି ଯ

Rating: 5.0

କିଏ କେମିତି
ରଖିବ ସମ୍ଭାଳି
ପୁଣି ରଖିବ
କେବେ କୋଉଠି
ସବୁ କଥାକୁ
ନଜରରେ ରଖୁ ରଖୁ
ଭାଙ୍ଗୁଛି ବନ୍ଧ
ଆଉ ତେଣିକି
ସମସ୍ତେ ଛଟପଟ ।

କିଆଁ ହେଲା ଏମିତି
କହିବାକୁ ନାହିଁ
ଜଣେ ବି ।

ଦୃଶ୍ୟରୁ ଦୃଶ୍ୟାନ୍ତର
ସମୟ ନିଅଣ୍ଟ
ବୁଦ୍ଧି ବିଦ୍ୟା ଯାହା ଯେତେ
କିଛି ନୁହେଁ କାମର ।

ଦିନ ମାସ ବର୍ଷ କଣ
ରହି ଯ
ବୁଝିବା ପଚାରି
କୋଉଠୁ ପୁଣି
ଫିଟେଇବାକୁ ହେବ
ରହସ୍ୟ ।

Saturday, February 25, 2017
Topic(s) of this poem: mystery,stay well stay blessed
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success