ମୁଇଁ ମୁଇଁ ବଲୁନ୍ ବଲୁନ୍
ହେଟା ଗବଡୋ ଭୁଇଁ ।
କେତେ ଚିଲ୍ଲଉଥିଲା
ଗଲା କାହିଁ!
ଶଶୁର୍ ଟୁରା ହିଚପିଚଉଥିଲା
କେନ୍ତା ହେନେ ଆରୁ ଇଛେନ୍
ଲଦୋ ଲଦୋ ଠୋ
ମଲା କେଁ ନୁ ।
ନେଇଁରେ ନେଇଁରେ
କେତେ ନେଇଁ କହିଛୁଁ
ନେଇଁ ମାନଲେ କାଁ କରମୁ!
ତୋର୍ ମା ରେ,
ତୋର୍ ନାଁ ରେ,
ସୁନ୍ ଲା କେଁ ନୁ?
Listen to your mother dear and do the needful for all welfare.