ମତେ ଜାକ ନେଇଁ।
ଭାବିଛ
ଜାକିଦେଲେ ମରିଜିମି?
ନେଇଁ ମରେଁ ମୁଇଁ,
ହାପସି କେଚଡେଇ
ଢୁଲବ ତୁମେ ।
ଖାଲ କୁଡଲା ଲୋକ୍
ଅପନେ ଢୁକସି
ନେଇ ଜାନି ଭାଏଲ?
ମୁଇଁ ମୋର୍ ସୁତରଉଛେଁ
ନିଘା ରଖି ଥ ହେନୁ
ନୁକୋ ହେଲେ କହେବ ।
ମୁଇଁ ଥିବାର ତକ୍
ନେଇଁ ମର, ଜାନି ଥ ।
This poem has not been translated into any other language yet.
I would like to translate this poem