କବିତା ଲିଖୁଛେଁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ଲିଖୁଛେଁ

Rating: 5.0

ସକାଲ ପାଏଲେ କାଣା କରୁଛ?
କବିତା ଲିଖୁଛେଁ ।
ଦିହିପହରେ କାଣା କରୁଛ?
କବିତା ଲିଖୁଛେଁ ।
ରାଏତ ହେଲେ କାଣା କରୁଛ?
କବିତା ଲିଖୁଛେଁ, ଲିଖୁଛେଁ ।
ତମେ କବି ଆଏ ହେନ୍ତାହେଲେ
ସବୁ ଦେଖିପାରସ ସବୁ ଜାନି ପାରସ
ତୁମକେ ଜୁହାର ବୁଆ ଜୁହାର ।

ତୁମେ କବି ଆଏ
ଭିତରିଆ କାଦୋ ପାରସ ସଫାକରି
କହେସ କହିପାରସ ସଭକେ ଭାଇ ଭାଇ
ଜଗିଥିସ ଘରଘାଟ ଅଏନ କରି ।

ତୁମେ କବି ଆଏ
ଆଇଛୁଁ ତମର ପାସକେ
ନୁଆଁଖେଇ ପୁସପୁନିର
ସାଜସଜା ଜୁଗରେଇ
ଆଇଛୁ ତମକେ ମୁଡିଆମାରି ।

ଭଲେ ଭଲେ ଜଉ ଇ ଆଗଲା ବଛର ବୁଆ
ହସିଖୁସିଥି ଥଉନ ସଭେ ସବୁଠାନେ ।

ମୋର ବଲବାରଟା କାହାରିର ପାସେ ନି ଥଉ କିଛୁ ।

ମା ମାଟି ମାତୃଭାଷାର ଜୟ ଜୟ ହଉ
ତମର ସୁଭକାମନା ଆମରଲକେ ଆସୁ
ଆସୁଥଉ, ଆସୁଥଉ, ଆସୁଥଉ ।

Wednesday, March 1, 2017
Topic(s) of this poem: poems
POET'S NOTES ABOUT THE POEM
The poem is written in Kosli language. Kosli is an ancient language and atpresent used in the western parts of Odisha, India. The script if Brahmi. The poem is about writings poems and quality of a good poet
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success