1.
ଯାହା ସବୁ ଲେଖୁଛି ଏଠି,
ମୁଁ ଲେଖୁଛି ଭୟ ଯୋଗୁଁ ।
ଜୀବନକୁ ମୁଁ ଭୟ କରେଁ,
ଭୟ କରେଁ ମୃତ୍ୟୁକୁ ।
ମୋ ଲେଖା- ଏକମାତ୍ର ରାସ୍ତା
ଜୀବନକୁ ଆଉ ମୃତ୍ୟୁକୁ ଲଂଘିବାର ।
2.
ଜହ୍ନକୁ ଉଠା ଯା,
ଉଠା ଯା ଜହ୍ନକୁ ।
ଆଉ କହି ଯା କଥା,
କଥା କହି ଯା, କହି ଯା ।
This poem has not been translated into any other language yet.
I would like to translate this poem