ଅଛି ଖାଲି ସପନ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଛି ଖାଲି ସପନ

1.

କିଛି ନାହିଁ କହିବାକୁ
ଅଛି ଖାଲି ଦେଖିବାକୁ ।
କିଛି ନାହିଁ ଦେଖିବାକୁ
ଅଛି ଖାଲି ଅନୁଭବିବାକୁ ।

2.

କଣ ସେ ସପନ
ଯାହା ପଛରେ
ତୁମେ ଆଉ ମୁଁ,
ନା, ନା, ସପନ
ଯାଉଛି ଆମ ପଛରେ
ଆଉ ଆମେ ବେଖାତିର ।
ଏତେ ସପନ ହେବ କଣ?
କହି ଦେ ଗଜାନନ,
କହି ଦେ, ସପନର ଅର୍ଥ,
ଯାହାକୁ ନେଇ କଟିବ ଜୀବନ ।
ନା ଜାଣି ହେଉଛି ଠିକ୍
ସପନକୁ, ନା ବିତୁଛି ଜୀବନ
ସପନ ସାଥୀରେ
ଏତେ ଆଲୁଅ ସତ୍ଵେ ।

Saturday, March 4, 2017
Topic(s) of this poem: dream
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success