ମର୍ ଦିହେ ରଁଗ ନେଇଁ ରଚେ,
ମୁଇଁ ଜାନିଛେଁ ଇ ଫଗୁନେ,
ନେଇଁ ନ ରଁଗ୍ ରଚାବାରକାଜେ ।
ହେଲେ ଭି ଇ ଫଗୁ ଥି
ମାତିଛେଁ ମୁଇଁ
ତୁମକେ ଦେଖାବାରକାଜେ
ତୁମର ସପନ ।
ସପନ ଥିସି କେନ?
ତମର ଦିହେ?
ହେନ୍ତା ତ ନି କହି କିହେ?
ମୁଇଁ ଜାନିଛେଁ
କରବାରକେ ପଡବା
କାଣା କେତେବେଲେ ।
ଆରୁ ନେଇଁ ପଚରାବାରଟା ବନେ ।
This poem has not been translated into any other language yet.
I would like to translate this poem
This poem is written in kosli language, Kosli language is an ancient language and at present used in the western parts of Odisha, Parts of Chatisshgarh and Jharkhan, India.