ରଁଗ ବଲ ଫଗୁ ବଲ
ହୋଲି ବଲ ସବୁ ସବୁ
ଆଇଛେ ଇ ଖୁଇଲ କେ
କହେବାରକାଜେ କୁଇଲି
କୁଇଲି କିଏ ରଜା, ଆରୁ
ରଜା ହ କି ପରଜା ହେନ୍ତା
ହେଟା ହେ ଗୁଟେ ଠାନକେ
ହେ ଗୁଟେ ବାଟେ ଜିବାରକାଜେ
ସିଧା ସୁତରେଇକରି ।
This poem has not been translated into any other language yet.
I would like to translate this poem