ସ୍ଵପ୍ନରେ କବିତା ଖୋଜରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସ୍ଵପ୍ନରେ କବିତା ଖୋଜରେ

Rating: 5.0

ସ୍ଵପ୍ନରେ କବିତା ଖୋଜରେ ଥିଲି
ଥିଲେ ପାଖରେ କୃଷ୍ଣ ମହାନ୍ତି ।
କହିଲେ ଆଉ କାହିଁ? କଣ ପାଇଁ ଆପଣ ଆଉ ଲେଖୁ ନାହାନ୍ତି ।
ଉତ୍ତର ନ ଥିଲା ନାହିଁ କିନ୍ତୁ ପାରୁ ନ ଥିଲି କହି
ମୋ ଆଡୁ ମୁଁ କେବେ ଲେଖୁ ନ ଥିଲି
ତା ଆଡୁ ଲେଖା ସେ ଆସୁଥିଲା ପୁଣି କେମିତି
ନ ଆସିଲା ଯଦି କହି ପାରନ୍ତି ତେବେ ଭାଇ
ପଚାରିବା ଯାଏ ଏତେ ଦୂରକୁ ଟାଣି ନ ଥାନ୍ତି ।
ହେଉ, ଯାହା ହେଉ, ସବୁ ଭଲ ଭଲ ଥାଆନ୍ତୁ
ଯେ ଯାହାର ଯୋଉଠି ଯେମିତି ଅଛନ୍ତି ।
ଯଦି ଥାଆନ୍ତେ ସେମିତି ସମସ୍ତେ ଆଉ ମୋର
ଆସିବାର ହୋଇ ନ ଥାନ୍ତା ସ୍ଵପ୍ନରେ କି ସ୍ଵପ୍ନ
ମତେ ନେଇ ଏତେ କାଣ୍ଡ କରାଇ ନ ଥାନ୍ତା
ରାଜଦାଣ୍ଡରେ ବେମତଲବରେ ଆଉ ମୁଁ
ହୋଇ ନ ଥାନ୍ତି ଶିକାର ଏଇଠି ତୁମ ସାମ୍ନାରେ ଏମିତି ।

Saturday, March 18, 2017
Topic(s) of this poem: poems
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success