ଅବୁଝାମଣା ରହିଛି,
ରହିଛି ବି ବୁଝାଇଦେବାର
ବାହାନା ।
ହୋଇ ପାରି ନି ଯାହା,
ତାହା ହୋଇଯିବାର
ରହିଛି ବି ସମ୍ଭାବନା ।
ଗ୍ୟାନୀ କିଏ ଆଉ
ଆଲୋକ କୋଉଠି
ସବୁ ଜାଣି ବି
ପକ୍ଷୀ ମାରେ ଉଡାଣ ।
କହିବାରେ ନାହିଁ ବାହାଦୁରୀ
ବରଂ ସହିଯିବାରେ ରହିଛି
ଯେତେଯାହା ସବୁ ଆରମ୍ଭରୁ
ଜଣା ନୁହେଁ ନୁହେଁ ଆମକୁ ।
Misunderstanding is there,
Plea to make it understand
Is also there.
Possibility is there
All would have happened
That are not yet.
Who is knowledgeable
And where is the light,
Knowing all
The bird flew away.
To tell is nothing
But toleration is
Everything.
And we know all
From the very beginning.
This poem has not been translated into any other language yet.
I would like to translate this poem