ନମସ୍କାର ଆଉ ଦଣ୍ଡବତ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନମସ୍କାର ଆଉ ଦଣ୍ଡବତ

Rating: 5.0

ଶୁଭ ସକାଳ କହିଦେଇ
ନମସ୍କାର ଆଉ ଦଣ୍ଡବତକୁ
ଭୁଲିଗଲେ ଚଳିବ ନାହିଁ ।

ଜୀବନକୁ ଉପର ଠାଉରିଆ
ଅନାଇଦେଇ କଷାମିଠା
ବିଷୟରେ କାବ୍ୟିକ ମନୁଭୂତି
ନ କହିଲେ ସୁନ୍ଦର ହେବ ନାହିଁ ।

ରହି ନ ପାରୁଛ ତ ନାହିଁ
କିନ୍ତୁ ଯାଉ ଯାଉ ଆଉ ଯେମିତି
ନ କୁହ ଯେ ସମୟ ନାହିଁ ।

ଦେଖୁନ, ଏ ସମୟ ତ ଯାଇଛି ରହି
କେବଳ ତୁମ ପାଇଁ ଏଠି ଆଉ
ତୁମେ ସମୟ ସହିତ ହିଁ କଥାବାର୍ତା
କାର୍ଯ୍ୟଧାରା ଚଲେଇଛ ଅସ୍ଵୀକାର କର ନାହିଁ ।

Monday, March 20, 2017
Topic(s) of this poem: goodwill
POET'S NOTES ABOUT THE POEM
Odia is the official language of Odisha, India. Let us say good morning life to all here on this earth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success