ମୁଁ
ଯିବାକୁ
ନୁହଁ ପ୍ରସ୍ତୁତ।
ନାହିଁ
ପରାଜୟ ମୋଠି।
ମୁଁ ଏକ ସଂଗ୍ରାମୀ
ଖୋଜେ ନା ସ୍ଥାନ
କରିବାକୁ ବିଶ୍ରାମ।
ଘୃଣାର ସ୍ଥାନ ନାଇଁ
ମୋଠି କି ଆଉ କୋଉଠି।
ପ୍ରେମ ଇ ଦେଖାଏ ମତେ
ବନ୍ଦ କବାଟର ଚାବି।
This poem has not been translated into any other language yet.
I would like to translate this poem