ଭାଷା ହିଁ
ଆମର ଲକ୍ଷ୍ୟ ।
ଭାଷାରେ ଆମର
ଅସ୍ତିତ୍ଵ ।
ମନ ପ୍ରାଣ ଇନ୍ଦ୍ରିୟ
ଭାଷା ଯୋଗୁଁ ଏକତ୍ର ।
ଲକ୍ଷ୍ୟଭ୍ରଷ୍ଟ ନ ହୋଇ
ଅସ୍ତିତ୍ଵକୁ ଜାହିର
କରିବା ଆସ ।
ନିଜକୁ ଛିନ୍ନ
ନ କରି ସତ୍ୟରୁ
ଆଗେଇଯିବା ଆସ ।
ଚିହ୍ନିବା ମାଟି,
ଜାଣିବା ଆକାଶ ।
This poem has not been translated into any other language yet.
I would like to translate this poem
Language is the identity. Mother, mother language and motherland have no substitute.