ଯାହା ବି କର
ନିନ୍ଦୁକମାନେ ନିନ୍ଦା କରିବେ।
ଚନ୍ଦନ ଭାବି ନିଜ
କର୍ମକ୍ଷେତ୍ରରେ ଯାଅ ଆଗେଇ।
ଦୁଃଖର ପ୍ରଶ୍ନ କାହିଁ?
ନିନ୍ଦୁକମାନେ
ପାରଙ୍ଗମ ଛ ନ କରିବାରେ।
ଖାତିର ନ କରି
ଏକରେ ଏକ ଯୋଡି
ଚାଲିଥାଅ ତୁମେ।
ଦବି ଯାଅ ନା,
ଅଟକି ଯାଅ ନା।
ପଥରକୁ ଫୁଲ କରିବାରେ
ଲାଗି ରହିଥାଅ ସଦା ।
This poem has not been translated into any other language yet.
I would like to translate this poem