ବଁଦ କରି ହେବାକିନି
ଇ ଫେନର ସୁଇଚ!
ନାକକାନ ଚୁଁଟି ହେଲାନ
କେନ୍ତା କଥା ପଦେକ
ବୁଝୁଛ ନେଇଁ!
ଜିମି ବଏଲେ
କେଁ ରଖିହେବା କାହାକେ?
ଭାବବ ବଏଲେ
ରହେବାରକେ ପଡବା
ରହିକରି କାଣା କର କି ନେଇଁ!
ଗୁରଦୁ ଉଦୁରମାତ୍ ହେଲେନ
ଇ ମେଘବାଦଲ ପବନପାଏନ!
କାଣା ଚଲାମି ବଏଲେ କାଣା
ଚଲୁଛେ କେନ୍ ଜାନିଛ ଟୁରେ!
ମରୁଛନ ପଛେ ଖୁଜେଇ ଖୁଜେଇ
ଅଏନ ଲାଗୁଛେ ବଲୁଛନ!
କାହିଁଥିଲରୈ ସଲେ ଅଁଧେ
କେନକେ ନେବା କାହାକେ
କେନ୍ତାକରି ଖଁଧେ।
This poem has not been translated into any other language yet.
I would like to translate this poem