କିଏ ପାଇଛି ଘିଅ
ପାଣିକୁ ମନ୍ଥି?
ଠିକ୍ ପଚାରିଛ ତୁଳସୀ!
ପ୍ରେମ ନ ଥିଲେ
ସତ୍ଯକୁ ପାଇଛି କିଏ?
ଆଉ ସତ୍ୟ ନ ଥିଲେ
ଅଛି ପ୍ରାଣ କହିବ କିଏ!
ଆଶା ଥାଏ ତଥାପି
ସରଳ ସ୍ୱଭାବ ଥିଲେ
ଆଉ ଜୀବନ-ରଥ
ଆଗକୁ ଆଗକୁ ଗଡିଚାଲେ ।
This poem has not been translated into any other language yet.
I would like to translate this poem