କିଆଁ ଲାଗୁଛି ଏମିତି
ପାରୁ ନି କହି, କ୍ଷମା କରିବେ ।
କିନ୍ତୁ ଲାଗୁଛି ।
ଆଉ ଆଉ ପାଇଁ
ନାଇଁ ଶବ୍ଦ ଆଉ ଶବ୍ଦକୁ
ଶବ୍ଦ ଯୋଡି
ମୁଁ ଦେଉଛି ଆଉ କଣ ଗଢି ।
କଣ?
ପଚାରି ନାଇଁ ଲାଭ, କ୍ଷମା କରିବେ ।
ଆଉ ଯେତେ ପବନରେ,
ଆଉ ଯେତେ କହିଲେ କେତେ ।
ସୁରକ୍ଷା ହେଲା ନି ଦେଇ କାହାରିକି
ଆଉ ହେଲେ ସମସ୍ତେ ହାଉ ହାଉ ।
କିଆଁ ଏମିତି ବେଳ ନାହିଁ କହିବାକୁ ।
This poem has not been translated into any other language yet.
I would like to translate this poem