ସତ
ମୁଁ ଜଣେ
ପେସାଦାର ଓକିଲ,
ସତ
ମୁଁ ଜଣେ
ପେସାଦାର କବି ।
କିନ୍ତୁ ମୁଁ କରୁଛି ସ୍ଵୀକାର
ସତ୍ୟ ଚଳେଇବାରେ ମୁଁ ବିଫଳ ।
କିନ୍ତୁ ମୁଁ ସମୟବତୀରେ
ଧରାଇଦେଇଛି ନିଆଁ ।
ଯେ କେହି ବି ଆଗକୁ ଆସି
କହି ପାରିବ ନିଜ ଭାଷାରେ
ହୃଦୟର କଥା ଆଉ
ମିଛ ସମ୍ରାଟକୁ ପକାଇଦେବ ତଳେ ।
This poem has not been translated into any other language yet.
I would like to translate this poem