ଶତ୍ରୁ ଭିତରେ ରହିବାର
ରୋମାଂଚ ଅନ୍ୟ କୋଉଠି
ମିଳିବ କେମିତି!
ଶତ୍ରୁ ତ
ପ୍ରିୟ ମିତ୍ର ମୋର
ଶଳା, ଶଶୁର।
ବେଳକୁ ବେଳ
ମୁଁ ହେଉଛି
ଉତ୍ଫୁଲ୍ଲିତ କେତେକିସମର
ଆଲୁଅ ଆଉ ଅନ୍ଧାରରେ।
ଆଉ ମାପୁଛି ମୋର ଇ
ତଥାକଥିତ ସଫଳତା
ଆଉ ବିଫଳତାର
ଲମ୍ବ ଓସାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର ।
25/11/2018
This poem has not been translated into any other language yet.
I would like to translate this poem