ମୋ ସରକାର
ମୋ ବସ
ମୋ ଓଡିଶା
ଯୋଉଠି ନାଇଁ
ଆଶା ଆଉ
ବିଶ୍ବାସ ।
ଧନ୍ୟବାଦ
ମନ୍ତ୍ରୀ ନେତା
ଧନ୍ୟବାଦ
ଅମଲାଅଫିସର
ଧନ୍ୟବାଦ
ଶିକ୍ଷକ ଛାତ୍ର
ଧନ୍ୟବାଦ
କୃଷକ
ଇଂଜିନିୟର
ଡାକ୍ତର!
This poem has not been translated into any other language yet.
I would like to translate this poem