ଗାଁ ସାରା
ଅସହ୍ୟ ଘା
ଜୀବନଯାତ୍ରା ।
ବୋଝ ଉପରେ
ନଳିତା ବିଡା।
ଠାକୁ ଠା
କେତେ କଣ।
ଆଉ ଆଉ
କଥା ସାଉଁଟା।
କହିଲେ
କହୁଛନ୍ତି କହୁଛି
ନ କହିଲେ
ମରିବା ହେଉଛି
ଛାତିଫାଟି।
ଆଉ
ନାଇଁ ଜୀବନ
ଏତେବେଳକୁ।
ସମାପ୍ତି
ସବୁ ଯାଦୁ।
ଜିଭ ଅଛି
ନା କହିବ କିଏ
ହେଲାଟାକୁ!
This poem has not been translated into any other language yet.
I would like to translate this poem