ସତରେ ବିଚିତ୍ର
ଦେହର ମାନଚିତ୍ର!
ଅଛି କୋଉଠି କଣ
ନାକ କାନ ମୁହଁ
ମନ ଜ୍ଞାନ ଚୈତନ୍ଯ ।
ହା ହୁତାସ
ପ୍ରେମ ଭୟ ବତାସ।
ସ୍ୱପ୍ନ ଆଲିଙ୍ଗନ
ଦିନ ଜୀବନ ସମାନ।
ଘଣ୍ଟା ଚକଟା ଦୁନିଆଁ
ଇଚ୍ଛା ଆଶଙ୍କା ନିଆଁ।
ନିଜ ଚାତୁରୀରେ
ଫଶି ଫଶି ଯିବାକୁ ହୁଏ ନିଜେ
ହଜି ହଜି ସେଇ କେନ୍ଦ୍ରରେ।
This poem has not been translated into any other language yet.
I would like to translate this poem
Body is the root of all here