ରସ
ଗଜାନନ ମିଶ୍ର
ରସ କାହିଁରେ ପୁଅ?
ରସ!
ଯା, ଯା, ଖେପି ଯା
ପାତାଳଆକାଶ।
ମାସ ମାସ
ଖୋଜି ହେଉ ଥା
ଘାସ।
ଆରେ ରେ
ଏଇଟା ପୁଷ!
ଯା ରହି ଯା, ଦେଶ ଦେଶ,
ଦେଶରୁ ବାହାରି ଅଦୃଶ୍ଯ ।
ଦେଖେଇ ଦେ କହି କହି
ଆସ ଆସ ଯଦି ଭେଟିବ
ଭିନ୍ନ ଏକ ବେଶ।
ତପୋବନ,ଟିଟିଲାଗଡ,ବଲାଙ୍ଗିର
29/11/2019
This poem has not been translated into any other language yet.
I would like to translate this poem