କୋମଳ ପଥର
କଣ କହେ?
ମୂଲ୍ୟବାନ
କଣ ଏଠାରେ?
ପଚାରିଲା ଲୋକ
ଯେମିତି ହୁଏ ଆଶ୍ଚର୍ଯ୍ୟ
ଉତ୍ତର ଦେବାଲୋକ
ସେମିତି ହୁଏ ସ୍ତବ୍ଧ ।
ସାପ ବାହାରେ
ଖୋଜିବାକୁ ଇତିହାସ
ଅନ୍ଧାରରେ ।
ଚମକେ ଯିଏ
ସେ ଚମକାଏ
ପାଣିଆଖିରେ ।
This poem has not been translated into any other language yet.
I would like to translate this poem
Love, love, love and only love. Nothing but the love is there in life. Life-love, Love-life.