ଅସହ୍ୟ ଯନ୍ତ୍ରଣା
ଆଉ କିଛି କୁହ ନା
ଅବହେଳାରେ ମାତୃଭାଷା
ମାତୃଭୂମି ଆଉ ମା ।
ଅସହ୍ୟ ଯନ୍ତ୍ରଣା
ଭଣ୍ଡି ଭୁତାଇ ସବୁ ତ
ସାରିଲଣି ଲୁଟି
ଆତ୍ମାକୁ ଆଉ ନିଅ ନା ।
This poem has not been translated into any other language yet.
I would like to translate this poem