ଦେଉଛି ହଜେଇ ହଜେଇ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦେଉଛି ହଜେଇ ହଜେଇ

Rating: 5.0

ସତରେ ଦେଉଛି
ହଜେଇ ହଜେଇ
ମୋ ଶବ୍ଦ ମୋ ସ୍ୱର।
ଆଉ ଚାରିଆଡେ
କଳରୋଳ ମାତ୍ର।

କେତେ କଣ ନ ରଖିଛି
ଏ ସମୁଦ୍ର ଏ ଅନ୍ଧାର!
ମୁଁ ମୋ ନିଜ ଭାଷାରେ
କହି କହି ଚାଲିଛି
ଯାହାର ନାହିଁ ଅନ୍ୟରୂପ।

ଆନନ୍ଦ ହେଉ କି ବିଷାଦ
ସବୁ ସବୁ ଅସହ୍ୟ।
ସହଜ ଚିତ୍କାରରେ
କାମ ଚଳେ ନା ଯଦିଓ।

ଗୋଟିକ ପରେ ଗୋଟିଏ
ବଦଳି ବଦଳି ଚାଲିଥାଏ
ଏଇଠି ଏମିତି ଯୋଉସବୁର
ନ ଥାଏ ଅନ୍ତ ।

ବିବ୍ରତ ହେବାର
ନାହିଁ କାରଣ।
ନିଜଠୁ ନିଜକୁ
ଦୂରେଇ ରଖିପାରିଲେ
ସ୍ପଷ୍ଟ ଝଲସେ ଝଲସୁଥାଏ ସ୍ୱପ୍ନ।

Tuesday, December 3, 2019
Topic(s) of this poem: dream
COMMENTS OF THE POEM
Tapaswini dash 03 December 2019

Life in dreams, great write

0 0 Reply
Gajanan Mishra 03 December 2019

Dream and life here on this earth

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success