କିଏ ହୋ ଗାନ୍ଧିଜୀ
ଆରୁ ଜାନିକରି
ଆମର କେଁ ଲାଭ
କେଁ ଲୁକସାନ୍।
କରୁଥିଲା କାଣା
ହେ ଲୋକଟା
ଜାନିକରି କେଁ
ଫାଏଦା ମକେ
କି ତମକେ!
ହେ ଲୋକଟାକେ
କେନ୍ ମାରଲା,
କି କାହାକେ ହେ ମାରଲା!
ଆମର କାହାରିର
ଲେନଦେନ ନେଇଁ।
କାଁ କରିଛେହୋ ହେ
କାହାକେ କାଣା!
ହେତାରଉଧେ
କେତେବାଟ ଯିବ
ଦେଖବାକେ ମିଲବା ଭାଏଲ
କାହାକେ କେନ!
ଗାନ୍ଧିଜୀ ଫାନ୍ଧିଜୀ ଛାଡ,
ବାଟ ଆଗକେ ଅଛେ ଗୁରଦୁ
ଯିବାର ଅଛେ ଆମକେ
ଲଟକି ହେଇକରି କେନଲକେ
କାଁଜେ ରହେମା ବୁଆ!
This poem has not been translated into any other language yet.
I would like to translate this poem