ତୁମ କଥା ବାକି ରହିଛି ସବୁ
ଆଉ ୟା ଭିତରେ ମୁଁ ଯେ
କହିବି କଣ ଭାବୁଛ କେମିତି!
ନିଜକୁ କିଛି ନ କହିବା
ନ କହିପାରିବା ଅର୍ଥ ନିଜ ପାଖରେ
ନିଜେ ହାରି ହାରି ଯିବା।
ଏମିତି ବି ଖାଲି ଖାଲିରେ
ଦରାଣ୍ଡି ହୋଇ ନାଇଁ ଲାଭ କିଛି।
This poem has not been translated into any other language yet.
I would like to translate this poem