ଅଭାବି ବିକ୍ରି
ମୋ ଭାଷା,
ମୋ ଫସଲ,
ମୋ ଜୀବନ ।
ଦାୟ ରାୟ
ନାହିଁ କାହାଠି ।
ମାନ ସମ୍ମାନ
ସ୍ଵାଭିମାନ ନାହିଁ ।
ଦେଖୁଛି
କଲବଲ ମା ଭାଇ
ସଭିଙ୍କର ।
ହଜି ହଜି ଯାଉଛି
ଏଇଠି ଏମିତି
ପରିଚୟ ।
This poem has not been translated into any other language yet.
I would like to translate this poem