ଆଉ ହଁ
ଲହଡି ଗଣିବାର
ସମୟ ଏଇଟା।
ନିଆଁହୁଳା ଧରି
ଅଣ୍ଡାଳି ହେବା କଥା
ଯାହା ଯେମିତି।
ବିତି ଯାଇଛି ଯାହା
ସବୁରି ଭିତରେ
ପୁଣି ବୁଡି ରହିବା
ଅସଲ ପରିଚୟ।
ଆଉ ଆଉ ଆଗ ପଛ
ବିଚାରି କହିବାକୁ ହେବ
ନାଁ ଗାଁ ଠିକଣା ଅସଲ
ଲେଖକର ଠାଣିରେ।
This poem has not been translated into any other language yet.
I would like to translate this poem