ନାଇଁ ମୋଠି
ଜୀବନ ମପା ଯନ୍ତ୍ର।
ନାଇଁ ମୋଠି
ତନ୍ତ୍ର ମନ୍ତ୍ର।
କବିତାର ଭାବରେ
ଯାଉ ଯାଉ ମୁଁ
ଏଇଠି ସ୍ୱତନ୍ତ୍ର।
ଅକ୍ଷର ଶବ୍ଦ ସବୁକୁ
ମୁଣ୍ଡେଇ ମୁଁ ମୋର
ଆରମ୍ଭ କରେଁ ଯାତ୍ରା।
ଆଉ ଏ ଯାତ୍ରାର
ନ ଥାଏ ଶେଷ କୋଉଠି।
ମୁଁ ଏଠି
ଆଉ ମୋଠି ସବୁ କିଛି।
This poem has not been translated into any other language yet.
I would like to translate this poem