ନ ଥିଲା ଗତକାଲି
ଆଜି ପରି।
ଆଜି ପରି କେବଳ
ଆଜି ଏଠି।
ହେବ ନାହିଁ
ହୋଇ ପାରିବ ନାହିଁ
ଆସନ୍ତା କାଲି
ଆଜି ପରି।
ଆଜି ହିଁ
ଆଜି ପରି।
ଆଜି ଆଉ
ଆସନ୍ତାକାଲି ଭିତରେ
ତଫାତ୍ କେବଳ
ଏକ ଦୀର୍ଘଶ୍ୱାସ।
This poem has not been translated into any other language yet.
I would like to translate this poem
Today is like today only