ଏକ ଯୋଗ ଏକ,
ଦୁଇ ଯୋଗ ଦୁଇ
ତଥାପି କିଛି ନାଇଁ ।
ନାଇଁ ଆଉ ନାଇଁ,
ହାଇଁପାଇଁ ଆଉ
କଣ ପାଇଁ?
ଜୀବନ ଖୋଜ ମାଟିରେ,
ସୃଜନ ଦେଖ ମା ଭାଷାରେ ।
ସାର୍ଥକ କର ନିଜକୁ ଏଠାରେ ।
ଶୁଣ ସଙ୍ଗୀତ ମାଟିର,
ଦେଖ ନାଟକ ଆକାଶର,
ପଢ ଆଉ ଲେଖ
ନିଜକୁ କରି ପରଖ ।
ସ୍ପର୍ଶ କର ଅନ୍ତରୀକ୍ଷ ।
This poem has not been translated into any other language yet.
I would like to translate this poem