ପଥର କହେ କଥା,
ଲୁହା ଗାଏ ଗୀତ ।
ଧୂଳି ମାଟି ସବୁ ଅମୂଲ୍ୟ ।
ସମୟ ପଥ,
ସଭିଙ୍କୁ ଜଣା ଯାହା
ସେଇଟା ରଥ ।
ପବନ ଆଉ ପାଣିର
ଖେଳରେ ଗତି ଉପରୁ ଉପର ।
This poem has not been translated into any other language yet.
I would like to translate this poem