ନିଆଁ ପାଣିର ଭୟ
ଅଛି ଆଉ ରହିବ ବି।
ବଂଚି ରହିଛୁଁ ୟା ଭିତରେ
ଆଉ ବଂଚି ରହିବୁ ବି।
ଆଉ ବଂଚି ରହିଲେ
ବଂଚି ରହେ ପ୍ରାଣ ସବୁ
ଯୋଉ ସବୁରେ ଥାଏ
ଆଗାମୀ ଦିନର ଇତିବୃତ୍ତ।
This poem has not been translated into any other language yet.
I would like to translate this poem
Fear of fire and water, mixture of fire and water - life