ବର୍ଷା ଖରାର ଅନେକ ରାସ୍ତା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବର୍ଷା ଖରାର ଅନେକ ରାସ୍ତା

Rating: 5.0

କୁମ୍ଭୀର କହୁଛି ବାଘକୁ,
ଆ ରେ ଆ, ଲଢିବା ଏଥର
ନିଜ ନିଜର ଆଦର୍ଶରେ ।

ନିଜ ସତ୍ୟ ନିଜ ଧାରା
ନିଜ ସମସ୍ୟା ନିଜ ପାରା
ଯେ ଯୋଉଠି ସବୁ
ବେଠିକଣାରେ ।

ଆଲୁଅ ଧରିଛି ଅନ୍ଧାର ପସରା,
ସାଙ୍ଗସାଥୀ ହୋଇ ମେଳି
ବ୍ୟସ୍ତ କରିବାରେ କେଳି
ଆଗକୁ ଦେଖିବାକୁ ବାକି
କେତେ କିଏ ବେସାହାରା ।

ଦୃଷ୍ଟି ଅଛି, ଅଛି ସ୍ଵପ୍ନ ବି
ଅଛି ବର୍ଷା ଖରାର ଅନେକ ରାସ୍ତା ।

Wednesday, June 28, 2017
Topic(s) of this poem: road
POET'S NOTES ABOUT THE POEM
Written in Odia language. Odia is the official language of odisha, India. So many roads are there for progress we are to proceed ahead with the sun and the rain.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success