ଦୋଷ,
ଖୋଜ ନା ।
ପାଇବ ନାହିଁ,
ଥିଲେ ତ ମିଳନ୍ତା!
ଦୋଷ ଦେଖିବାକୁ
ଯେତେ କଲେ ବି ଚେଷ୍ଟା,
ପାଇବ କୋଉଠୁ?
ଅଧିକ କହିଲେ
ଗତି ତୁମ ନିଜ ଅନ୍ଧାରକୁ।
ବୃଥାରେ ଦୋଷ ଲଦି
ମରମଭେଦି ବାଣୀ ଛାଡ ନା,
ଶତ୍ରୁ ଭଳି ଶଠ ଆଚରଣ
ଶୋଭା ପାଏ ନା ।
ନିନ୍ଦା ଆଉ ଅସୂୟାକୁ
ରଖ ନା, ନଷ୍ଟ ହୋଇଯିବ ନିଜେ ।
This poem has not been translated into any other language yet.
I would like to translate this poem