ହେଇ ନିଅ ଆକାଶ,
ପଚାର, କଣ ନାଇଁ
ଆକାଶ ଭିତରେ ।
ଦେଖ, ଆକାଶ ଭିତରେ
ଅଛି ଗୋଟିଏ ଘର, ଅନାଅ
ଘର ଭିତରକୁ କେତେ କୋଳାହଳ ।
ପାରିବ ତ କହ, କହିଦିଅ
କୋଳାହଳର ରହସ୍ୟ ।
This poem has not been translated into any other language yet.
I would like to translate this poem
sky life, let us live with nothingness.