ତଥାପି ଅଛ ପାଖରେ,
ଏ ରାତିରେ ।
ଏ ରାତିରେ ତୁମେ
କରିଛ ଯାହା ସବୁ
ଦେଖିଦିଅ ତୁମେ ନିଜେ ।
ତୁମେ ନିଜେ ପୁଣି
ଜାଳୁଛ ଆଲୁଅ ।
ଆଉ ସେହି ଆଲୁଅରେ
ସ୍ପଷ୍ଟ ଦିଶୁଛ ତୁମେ ଏଠାରେ ।
ଏଠାରେ ଆରମ୍ଭରେ ତୁମେ,
ଆଉ ତୁମେ ଶେଷରେ ବି ।
ଶେଷରୁ ଆରମ୍ଭ ଯେ
ଏତେ ସହଜ
ପଡିଲା ଜଣା ଦର୍ଶନରେ ।
This poem has not been translated into any other language yet.
I would like to translate this poem
Still you are here at this night, and you are lighting the lamp. you ar e at the beginning and also at the end. It is easy to catch the end with your vision.