ଆଶ୍ଚର୍ଯ୍ଯ
ଏଠି ଶରୀରୁ ଶରୀର।
ଆଶ୍ଚର୍ଯ୍ଯ
ସମୟ ଚଂଚଳ ସ୍ଥିର।
ସତ୍ୟ ଅସତ୍ୟ
ସବୁ ଭ୍ରମ ପାଶୋର।
ଜୀବଅଜୀବ
ନ ରଖ ସଂଶୟ
କୌଣସି ପ୍ରକାରର।
ଅଦୃଷ୍ଟ ସବୁ ଅସ୍ପଷ୍ଟ ।
This poem has not been translated into any other language yet.
I would like to translate this poem