ଅତି ଗର୍ବେ ହତ ଲଙ୍କା
ସଭିଙ୍କୁଜଣା
ତଥାପି ଗର୍ବରେ ବଣା
ବଂଶବୁଡା ଅରଣା।
ଅନ୍ୟାୟ କରୁଛି ଦୁର୍ଯ୍ଯୋଧନ
ତଥାପି ତାକୁ ଇ ମିଳୁଛି
ମାତ୍ରାଧିକ ସମର୍ଥନ,
ଆହା କି ବିକଳ ଭେଟିବାକୁ ମରଣ!
This poem has not been translated into any other language yet.
I would like to translate this poem