ନମସ୍ତେନମସ୍ତେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନମସ୍ତେନମସ୍ତେ

Rating: 5.0

ନମସ୍ତେ ନମସ୍ତେ ନମସ୍ତେ,
ଯିଏ ଯୋଉଠି ଅଛ ଯେମିତି
ଯାହା ଯାହା ସହିତ ମିଶିମାଶି
ଭଲ ଥାଅ ଭାଇ ସମସ୍ତେ ସମସ୍ତେ।

କିନ୍ତୁ ଥାଅ ସତର୍କ,
ଜମାରୁ କର ନି ଭରସା,
ମଣିଷ ଦୁଇଗୋଡିଆ,
ମଣିଷ ଭିତରେ ରହିଛି ପୂରି
ଘୃଣା ଦ୍ୱେଷ ଈର୍ଷା ।

କିନ୍ତୁ ମଣିଷତ୍ୱକୁ ରଖ ବଂଚାଇ
ତୁମେ ତୁମର ପ୍ରେମକୁ ରଖ ସାଇତି
ସତ୍ୟଧର୍ମକୁ ଛାଡ ନା ଭାଇ,
ଅଧର୍ମ ସଙ୍ଗରେ ଯିବ ଯଦି, ତୁମଠୁ
ସବୁ ଯିବ ପଳାଇ, ଯିବ ତୁମେ ଇ ନିଃଶେଷ ହୋଇ।

COMMENTS OF THE POEM
Gajanan Mishra 06 December 2018

Stay with the truth, live humanity, stay cautious.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success