ନେଇଁ କେଭେ ହାରି
ବଲିକରି ହେତାକେ
ଅପରାଜିତା ବଲସନ
ହେନ୍ତା ନେଇଁ ସେ ବୋ।
ଅପରାଜିତା ନାଁ ବଲିକରି
ନେଇଁ ହାରେ, କେନ
କହୁଛେ ଭାଏଲ ତମକେ
ଇଛେନ ଇନ।
ଆଗକେ କାଣା ହଉଛେ
ଦେଖ ଘଡେ ଛନେ
ହେତାର ଉତାରୁ କହେବ
ଭଲମଁଦ ଜେନଟା ଭି।
ଦମଧର ରଚେକ,
ନେଇଁହେଲେ କେନ୍ତା ହେବା?
ହେନ୍ତା ଭି ଗୁନ୍ଦଲାଗୁଫା
ଅଛେ ସବୁ।
This poem has not been translated into any other language yet.
I would like to translate this poem