ଦୋଷ ନାହିଁ ବଳିର,
ଦୋଷ ନାହିଁ ବାଳିର।
ଦଣ୍ଡିତ କିନ୍ତୁ ଉଭୟେ
ତୁମକୁ ଆମକୁ
ପଚାରେ କିଏ!
ସବୁ ସମୟର ଖେଳ,
ଈର୍ଷାଦ୍ୱେଷ ଅସହିଷ୍ଣୁତାର ଫଳ,
କୋଉଠି କେମିତି କଣ କରିବ?
ଛପେଇ ରଖ ନି ତୁମ ଭିତରର ପ୍ରେମ ସତ୍ଯ ।
This poem has not been translated into any other language yet.
I would like to translate this poem