ଆରେ ଏଃ
ଦଉଡୁଛ କେଉଁଆଡେ!
ଆରେ ଏଃ
କହୁଛ କଣ ପାଇଁ ଏତେ!
କୋଉଠି ଅଛି କିଏ?
ଶବ୍ଦକୁ ନେଇ ଆଉ କିଆଁ
ଖେଳ କେତେ!
ସମୁଦ୍ରକୁ ଲଂଘିଲେ
ସତ୍ଯ ମିଳେ।
ତୁଚ୍ଛାକୁ
ହୁବମ୍ ଛାଡିଲେ
ପର ଭାବି ଅନ୍ୟକୁ
ନିଜର ଇ ସର୍ବନାଶ ହୁଏ।
This poem has not been translated into any other language yet.
I would like to translate this poem