1.
ସେ ହେଉଥିବେ କଥା,
ମୁଁ ହୋଇଗଲେ ମୁଣ୍ଡବ୍ୟଥା ।
ସେ କରୁଥିବେ ସବୁ
ମୁଁ କରିଦେଲେ କାମୁଡି ଦେଲା କି ବିଛୁ ।
2.
ଆରେ ଯା ପାଖରୁ,
ଆଉ ଗଲେ ପାଖରୁ, ଦେଖ
କି ନିଷ୍ଠୁର ମଣିଷ, ନାହିଁ ଦୟାମାୟା
ଟିକିଏ । ମରି ଯାଆନ୍ତି କି ହେଲେ!
This poem has not been translated into any other language yet.
I would like to translate this poem