ନ ଜାଣେ କିଏ
କିଏ ନ ଜାଣେ
ନାଇଁ କିଛି ବି!
କିଛି ବି ନାଇଁ
ଅଥଚ ଦେଖ
ମନ ହାଇଁପାଇଁ!
ହାଇଁ ହାଇଁ ମନ
ଡହକବିକଳ ଜୀବନ!
ଜୀବନ ଶୂନ୍ୟ
କିଏ କେତେକର
ଦେଖ ଓ ଗଣ।
ଗଣ ଏକ ଦୁଇ
ଜମାରୁ ବିଶ୍ୱାସ ନାଇଁ
କହିବ ଆଉ କଣ ପାଇଁ!
This poem has not been translated into any other language yet.
I would like to translate this poem