ମୁଇଁ ତବଲା ନେଇଁ ସେ,
ଜିଏ ଜେନଆଡୁ ଜେନତା ପିଟଲା
ହେନତା ବାଜବା ଆରୁ ତାହାର
ମନମୁତାବକ ମତେ ଖେଲାବା!
ଖେଲାବାରଟା ତମର ସଉକ ଆଏ
ଜାନିଛେଁ ମୁଇଁ, ଆରୁ ଭାବସ
ଇତାକେ ଜନା ନେଇଁ ପଡେ
ବୁଝି ନେଇଁ ପାରେ ଇ କିଛୁ।
This poem has not been translated into any other language yet.
I would like to translate this poem