ଜଣା ନାହିଁ ଜମାରୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜଣା ନାହିଁ ଜମାରୁ

Rating: 5.0

1.

ପାଣି ଯିବ କେଉଁଆଡେ
ଜାଣିବ କିଏ?
ପୁଣି ଆସିବ ପାଣି କେମିତି
ଜାଣିଛ ଯଦି, ଆସ
ଆଉ ବସ ଚକାମାଡି
ମୋ ଛାତି ଉପରେ
ଆଉ କହ ଆରେ ହେ
ଏତକ ପାଇଁ ଏତେ ଯୁଦ୍ଧ ଏଠାରେ ।

2.

ଦେଖ, ଦେଖ,
ଆଉ କଣ କଣ ଅଛି ଦେଖ ।
ଦେଖି ସାରିଲା ପରେ ଅବଶ୍ୟ କହିବ
କଣ ଦେଖିଛ, ଆଉ କୋଉଠି ଦେଖିଛ,
ଆଉ ଦେଖି କଣ କରିଛ,
ଆଉ କରି କଣ ପାଇଛ ।

3.

ଥାଏ କିଏ? ଥାଏ କୋଉଠି?
ଥାଇ କଣ ଦେଖିପାରେ ପୂରା?
ପୂରା କଣ? ମାନେ ନା ମନ
ଆଉ ଧାଏଁ ଦେଖିବାକୁ ପୁଣି
ଆଉ ଆଉ ଆଉ କୋଉଠି
କଣ ପାଇଁ କେଜାଣି
ଜଣା ନାହିଁ ଜମାରୁ।

POET'S NOTES ABOUT THE POEM
Written in Odia language, Odia is the official language of Odisha, INdia
COMMENTS OF THE POEM
Gajanan Mishra 03 October 2017

life and lifestyle and mystery

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success