କରବାରଟା ଜେନଟା କରମା
ଆରୁ ହେବାରଟା ଜେତେବେଲେ ଜେନଟା ହେବା
ଭାବବାର ନେଇଁ ନ କିଛୁ।
ଦେହେଧୁଖାଥି କାଁଜେ ଫସମା?
ଫସିଗଲେ ଘାଏ ବାହାରିବାରଟା
ବଡା ମୁସ୍କିଲ ଆଏ।
ବାହାରୁନ ବାହାରୁନ ପଲାବା ସମିଆଁ
କେନୁକେନକେ ଦେଖୁଥିବ କରି ଏଡେ ଆଁ!
This poem has not been translated into any other language yet.
I would like to translate this poem